କଟକରେ ଖୋଲିଲା ଧର୍ମାନୁଷ୍ଠାନ

0
42
କଟକରେ ଆଜି ଠାରୁ ସବୁ ଧର୍ମାନୁଷ୍ଠାନ ଖୋଲିଥିବାର ସୂଚନା ମିଳିଛି। ଆଜି କଟକର ପ୍ରସିଦ୍ଧ ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର, ଅମରେଶ୍ବର ମନ୍ଦିର ଓ ଗଡ଼ଗଡ଼ିଆ ମହାଦେବ ମନ୍ଦିର ଖୋଲିଛି। ସାମାଜିକ ଦୂରତା ନିୟମ ମାନି ଓ ମାସ୍କ ପିନ୍ଧି ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ପରିଲକ୍ଷିତ ହେଉଛି। ମନ୍ଦିର ଖୋଲିବା ପରେ ସଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କୋଭିଡ ନିୟମ ମାନି ଭକ୍ତମାନେ ଭଗବାନଙ୍କ ଦର୍ଶନ କରୁଛନ୍ତ ।
ଏଣେ ନିୟମ କଡାକଡି ଯାଞ୍ଚ କରିବେ ପୁଜା କମିଟି।  ଏନେଇ ସ୍ୱତନ୍ତ୍ର ଏସ୍ଓ‌ପି ଜାରି କରିଛନ୍ତି ମହାନଗର ନିଗମ। ଏସଓପି ନ ମାନିଲେ  କାର୍ଯ୍ୟାନୁଷ୍ଠାନ ନିଆଯିବ।

LEAVE A REPLY

Please enter your comment!
Please enter your name here