କଟକରେ ଓଡ଼ିଶାର ଷଷ୍ଠ କୋରୋନା ରୋଗୀ ଚି଼ହ୍ନଟ, 48 ଘଣ୍ଟା ପାଇଁ କଟକ ସଟ୍‌ଡାଉନ୍‌

0
520
HGT
GFS

କଟକ: କଟକରେ ଓଡ଼ିଶାର ଷଷ୍ଠ କୋରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ କଟକର ହୋଇଥିବା ଜଣାପଡିଛି । ଏଥିପାଇଁ ଆଜି ଅପରାହ୍ଣ ୪ଟାରୁ ଆସନ୍ତା ୪୮ ଘଣ୍ଟା ପାଇଁ ଅର୍ଥାତ୍ ଆସନ୍ତା ରବିବାର ଅପରାହ୍ଣ ୪ଟା ଯାଏଁ କଟକ ସଟଡାଉନ୍‌ ରଖିବାକୁ ସରକାର ଘୋଷଣା କରିଛନ୍ତି । ଏହି ସମୟ ଅବଧି ମଧ୍ୟରେ ଷଷ୍ଠ ରୋଗୀ ଯେଉଁମାନଙ୍କ ସଂଶ୍ପର୍ଷରେ ଆସିଛନ୍ତି ତାଙ୍କୁ ଚିହ୍ନଟ କରାଯିବ

LEAVE A REPLY

Please enter your comment!
Please enter your name here