ଓଡ଼ିଶା ହାଇକୋଟ ବିଚାରପତି ଭାବେ ଶପଥନେଲେ ସାବିତ୍ରୀ ରଥ

0
477

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୨/୦୬ (ବ୍ୟୁରୋ)- ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ସାବିତ୍ରୀ ରଥ ଗୁରୁବାର ଶପଥ ନେଇଛନ୍ତି । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ତାଙ୍କୁ ଶପଥ ପାଠ କରାଇଥିଲେ । ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଏହି ଉତ୍ସବ ପାଳନ କରାଯାଇଥିଲା । ସାମ୍ବିଧାନିକ, ଦେୱାନୀ, ଫୌଜଦାରୀ, କମ୍ପାନି, କୋ-ଅପରେଟିଭ୍ ଓ ଅନ୍ୟଆଇନ ସଂପର୍କିତ ମାମଲା ପରିଚାଳନାରେ ସେ ଦକ୍ଷତା ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here