ଓଡ଼ିଶା ମୋର ଦ୍ୱିତୀୟ ଘର: ଶାହା

0
539
bb
bjm

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି ଓଡ଼ିଶା ମୋର ଦ୍ୱିତୀୟ ଘର ୫ ବର୍ଷ ବିଜେପି ଅଧ୍ୟକ୍ଷ ଥିବାବେଳେ ବହୁଥର ଓଡ଼ିଶା ଆସିଛି । ପ୍ରାୟ ଜିଲ୍ଲାକୁ ଯାଇଛି ବହୁ କାର୍ଯ୍ୟକର୍ତ୍ତାରେ ଯୋଗ ଦେଇଛି । ମତେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ କିଛି ଫରକ ଜଣାଯାଏନାହିଁ । ଏହା ମୋର ଦ୍ୱିତୀୟ ଘର ପରି କାରଣ ଦୁଇ ରାଜ୍ୟକୁ ମହାପ୍ରଭୁ ଜଗନ୍ନାଥ ଆଶୀର୍ବାଦ କରୁଛନ୍ତି । ସେଥିଲାଗି ଓଡ଼ି।। ମୋର ଦ୍ୱିତୀୟ ଘର ବୋଲି ଅନୁଭବ ହୁଏ । ଏବଂ ମହାନ ଓଡ଼ିଆ ଉତ୍କଳ ଭୂମିର ଉତ୍କଳ ଗୌରବ ମଧୂସୁଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ଅନେକ ମହାପୁରୁଷଙ୍କ ଅବଦାନକୁ ମନେ ପକାଇଲେ ଶାହା।

LEAVE A REPLY

Please enter your comment!
Please enter your name here