ଓଡ଼ିଶାରେ ଦ୍ୱିତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ

0
528
bbm
bbm

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଭୁବନେଶ୍ୱରର ଆରଏମଆରସିରେ 14 ନମୁନା ପରୀକ୍ଷା କରାଯାଇଥିବା ବେଳେ ଗୋଟିଏ ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଯାହାକି ଓଡ଼ିଶାରେ ଦ୍ୱିତୀୟ କୋରୋନା ଆକ୍ରାନ୍ତ ।ତେବେ ଆକ୍ରାନ୍ତ ବ୍ୟକ୍ତି କୋରୋନା ପ୍ରଭାବିତ ଦେଶରୁ ସ୍ୱେଦେଶ ଫେରିଥିବା ନେଇ ସୂଚନା ମିଳିଥିବା ବେଳେ ଖୁବଶୀଘ୍ର ତାଙ୍କ ଭ୍ରମଣ ତଥ୍ୟ ଖୋଜାଯିବ କରାଯିବ ବୋଲି ଜଣାପଡ଼ିଛି ।  ତେବେ ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଜରିଆରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here