ଐଶଙ୍କୁ କାହିଁକି ଜୀବନ ସାଥୀ କଲେ ଅଭିଷେକ ? ୧୧ ବର୍ଷ ପରେ କଲେ ଖୁଲାସା ଜାଣନ୍ତୁ..

0
533
fred
vgt

ମୁମ୍ବାଇ(ଆଚିଭର୍ସ ନ୍ୟୁଜ୍‌): ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପଅ-ବୋହୂ ହେଉଛନ୍ତି ଐଶ-ଅଭିଷେକ ଏ କଥା ଅବା କିଏ ନଜାଣିଛି । ଅଭିଷେକ-ଐଶଙ୍କ ବିବାହକୁ ନେଇ ବଲିଉଡରେ ବହୁ ଚର୍ଚ୍ଚ ହୋଇଥିବା ବେଳେ ଏବେ ଦୁହିଁଙ୍କ ବିବାହକୁ ପୁରିଛି ୧୧ବର୍ଷ । ୨୦୦୭ ମସିହା ଅପ୍ରେଲ ୨୦ ତାରିଖରେ ଦୁହେଁ ଧରିଥିଲେ ଦୁହିଁଙ୍କ ହାତ । ତେବେ ସେତେବେଳେ କାହିଁକି ଅଭିଷେକ ଐଶଙ୍କ ହାତ ଧରିଲେ ସେନେଇ କାଲି ଅର୍ଥାତ ୧୧ତମ ମ୍ୟାରେଜ୍ ଆନିଭର୍ସରୀରେ କରିଛନ୍ତିି ଖୁଲାସା ।

gtr
tre

ଅଭିଷେକ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ କହିଛନ୍ତିକି ଐଶ ଖାଲି ଜଣେ ସୁନ୍ଦର ଝିଅ ନୁହଁନ୍ତି ସେ ଜଣେ ସଫଳ ବ୍ୟକ୍ତିତ୍ୟ ଓ ଜଣେ ସୁନ୍ଦର ମଣିଷ ତେଣୁ ତାଙ୍କୁ ବିବାହ କରିଥିଲି । ଏବଂ ତାହାସହ କହିଛନ୍ତିକି, ଫିଲ୍ମ ‘ଗୁରୁ’ର ସୁଟିଂ ନ୍ୟୁୟର୍କରେ ଥିବା ବେଳେ ଐଶଙ୍କୁ ପ୍ରେମ ନିବେଦନ କରିଥିଲେ ।
‘ଗୁରୁ’
ମଣିରତ୍ନମ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ କଳାକାର ଥିଲେ ଅଭିଷେକ ବଚ୍ଚନ, ଐଶର‌୍ୟ୍ୟା ରାୟ, ମିଥୁନ ଚକ୍ରବର୍ତ୍ତି, ବିଦ୍ୟା ବଲାନ ଏବଂ ମାଧବନ । ଫିଲ୍ମରେ ମଲ୍ଲୀକା ଅତିଥି ଭୂମିକାରେ ନଜର ଆସିଥିଲେ । ହିନ୍ଦୀ ସହ ଏହାକୁ ତାମିଲି ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ କରାଯାଇଥିଲାଏବଂ ଏହା ସୁପରହିଟ ସାବ୍ୟସ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here