ଏଣିକି ବଢିବ ତାତି

0
524
DFTG
GFF

ଭୁବନେଶ୍ଵର : ହାଡ଼ଭଙ୍ଗା ଜାଡ଼ ପରେ ରାଜ୍ୟରେ ଏଣିକି ବଢିବ ତାପମାତ୍ରା। ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଜି ପାଗ ଶୁଖିଲା ରହିବ । ଆସନ୍ତା ୨୩ ତାରିଖରେ ରାଜ୍ୟର କିଛି ଜିଲ୍ଳାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଚଳିତ ବର୍ଷ ଅଧିକ ଗରମ ଅନୁଭୂତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here