ଏଣିକି ଉପରସ୍ଥ ଅଧିକାରୀ ସୁପାରିସ କଲେ ପଦୋନ୍ନତି

0
510
ede
rf

ଭୁବନେଶ୍ୱର: ଏଣିକି ରାଜ୍ୟର ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ଲାଗି ଦରକାର ପଡ଼ିବନି ସିସିଆର୍‌। ଏ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କେବଳ ଉପରସ୍ଥ ଅଧିକାରୀ ସୁପାରିସ କରିଦେଲେ ପଦୋନ୍ନତି ହୋଇଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here