ଋଥ ଟାଣିଥିବା ସେବକଙ୍କୁ ୫ହଜାର ଲେଖାଏଁ ପାଳିଆ ପୁରସ୍କାର

0
414

ପୁରୀ, ଆଚିଭର୍ସ ନ୍ୟୁଜ୍‌, ୨୪/୦୬ (ବ୍ୟୁରୋ)- ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରୁଭଙ୍କ ରଥ ଟାଣିଥିବା ସେବକଙ୍କୁ ୫ହଜାର ଟଙ୍କା ଲେଖାଏ ପାଳିଆ ପୁରସ୍କାର ଦିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେବକ ମାନଙ୍କ ସହଯୋଗ ଯୋଗୁଁ ଶ୍ରୀଗୁଣ୍ଡିଚା ଯାତ୍ରା ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ ହୋଇଥିବା ସେ ପ୍ରକାଶ କରିଛନ୍ତି । ସେବକ ନିଯୋଗ ଗୁଡ଼ିକୁ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୃତଜ୍ଞତା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here