ଆମେରିକାରେ କୋରୋନା: ୨୪ ଘଣ୍ଟା ମଧ୍ୟରେ ୧୭୮୩ ମୃତ

0
558
bhtdf
hvjhgu

କୋରୋନା ଭାଇରସ୍‌ରେ ଆମେରିକାର ସ୍ଥିତି ଗମ୍ଭିର ହେବାରେ ଲାଗିଛି ।  ଆମେରିକାରେ 15,000ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।  ଗତ 24 ଘଣ୍ଟାରେ 1783 ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଚୀନ୍‌ରେ  କୋରୋନା ପୁନର୍ବାର ଫେରିଛି । ଲକ୍‌ଡାଉନ୍‌ ସତ୍ୱେ ମଧ୍ୟ କାୟା ବିସ୍ତାର କରିଚାଲିଛି କୋରୋନା । ତେବେ 192 ଦେଶରେ ଏପର୍ଯ୍ୟନ୍ତ 90 ହଜାରରୁ ଅଧିକ  ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିପରି 15 ଲକ୍ଷ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ତିନି ଲକ୍ଷ 30 ହଜାରରୁ  ଅଧିକ  ଲୋକ ଠିକ୍‌ ହୋଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here