ଆଜିର ଭାଗ୍ୟ ଓ ଭବିଷ୍ୟ

0
408

ଆଚିଭର୍ସ ନ୍ୟୁଜ୍‌, ୧୭/୦୭ (ବ୍ୟୁରୋ)-

ମେଷ: ଆଜି ଆପଣ ବ୍ୟାପାର କ୍ଷେତ୍ରରେ ବହୁ ଲାଭବାନ୍ ରହିବେ । ପରିବାରେ ମଧ୍ୟ ସୁଖଶାନ୍ତି ବଜାୟ ରହିବ । ଛାତ୍ରମାନେ ପଢ଼ାକ୍ଷେତ୍ରରେ ଅଧିକ ଧ୍ୟାନ ଦିଅନ୍ତୁ ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହାୟତାରେ ଆଜି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାମଟିକୁ ପୂରା କରିବାରେ ସଫଳ ହେବେ । କୌଣସି ମହାନ୍ ବ୍ୟକ୍ତିଙ୍କ ଉପଦେଶ ଲାଗି ଆପଣଙ୍କ ପରିବାରରେ ଥିବା ବିବାଦର ସମାଧାନ ହେବ ।

ମିଥୁନ: ଆଜି ଆପଣଙ୍କ ଦିନଟି ବହୁ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ରହିବା କାରଣରୁ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ମାତା, ପିତାଙ୍କ ଠାରୁ ପୂର୍ଣ୍ଣସହଯୋଗିତା ମିଳିବ ।

କର୍କଟ: ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ରହିବ । ଜୀବନର ସବୁ କ୍ଷେତ୍ରରେ ପ୍ରଗତି ଦିଗରେ ଆଗକୁ ବଢ଼ିବେ । ଆଜି କୌଣସି ଏପରି ବ୍ୟକ୍ତି ମିଳିପାରନ୍ତି ଯାହାକୁ କି ଆପଣଙ୍କୁ ବହୁ ଦିନରୁ ଅପେକ୍ଷା ରହିଛି । ଛାତ୍ରମାନଙ୍କ ଲାଗି ଦିନଟି ଉତ୍ତମ ରହିବ ।

ସିଂହ: ଆଜି ଆପଣଙ୍କ ଦିନଟି ବହୁ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ରହିବା କାରଣରୁ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ମାତା, ପିତାଙ୍କ ଠାରୁ ପୂର୍ଣ୍ଣସହଯୋଗିତା ମିଳିବ । ଆଜି ଆପଣଙ୍କୁ କିଛି ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇପାରେ ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହାୟତାରେ ଆଜି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାମଟିକୁ ପୂରା କରିବାରେ ସଫଳ ହେବେ । କୌଣସି ମହାନ୍ ବ୍ୟକ୍ତିଙ୍କ ଉପଦେଶ ଲାଗି ଆପଣଙ୍କ ପରିବାରରେ ଥିବା ବିବାଦର ସମାଧାନ ହେବ । ଆଥିକ କ୍ଷେତ୍ରରେ ମଧ୍ୟ ଭାଗ୍ୟ ଆପଣଙ୍କ ସହ ରହିବ ।

ତୁଳା: ଆଜି ଆପଣ ବ୍ୟାପାର କ୍ଷେତ୍ରରେ ବହୁ ଲାଭବାନ୍ ରହିବେ । ପରିବାରେ ମଧ୍ୟ ସୁଖଶାନ୍ତି ବଜାୟ ରହିବ । ଛାତ୍ରମାନେ ପଢ଼ାକ୍ଷେତ୍ରରେ ଅଧିକ ଧ୍ୟାନ ଦିଅନ୍ତୁ । ଦିନଟି ଆପଣଙ୍କ ଲାଗି ମଙ୍ଗଳମୟ ରହିବ ।

ବିଛା: ଆଜି ଆପଣଙ୍କୁ ମଧ୍ୟମ ଧରଣର ଫଳ ମିଳିବ । ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ବିବ୍ରତ ରହିବେ, ଚିନ୍ତାଗ୍ରସ୍ତ ନହୋଇ ସଠିକ୍ କାର୍ଯ୍ୟ କରନ୍ତୁ ନିଶ୍ଚିତରୂପେ ଶୁଭଫଳ ମିଳିବ ।

ଧନୁ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଅନ୍ୟ ଲୋକଙ୍କ ସହାୟତା ଲାଗି ଆପଣ ଆଗକୁ ବାହାରନ୍ତୁ ନାହିଁ, ଆଜି ଆପଣ କୌଣସି କାରଣରୁ ଅସୁବିଧାରେ ଫସି ଯାଇପାରନ୍ତି ।

ମକର: ଆଜି ଆପଣଙ୍କ ଜୀବନଶୈଳୀ କୌଣସି ପରିବର୍ତ୍ତନ ଆସିପାରେ । କୌଣସି କଠିନ ମାର୍ଗରେ ଗତି କରିପାରନ୍ତି, କିନ୍ତୁ ମନେରଖନ୍ତୁ ସତ୍‌ମାର୍ଗରେ କଠିନତା ଆସିପାରେ କିନ୍ତୁ ଆପଣ ସଫଳତା ପ୍ରାପ୍ତ କରିବେ ।

କୁମ୍ଭ: ଆଜି ଆପଣ କୌଣସି କଥାକୁ ନେଇ ଦ୍ୱନ୍ଦରେ ପଡ଼ିଯାଇପାରନ୍ତି । ଜୀବନର ସତକୁ ଜାଣି ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନର ସମ୍ଭାବନା ରହିଛି । ବନ୍ଧୁ ସହଯୋଗ ମିଳିବ ।

ମୀନ: ଆଜି ଆପଣ କୌଣସି କଥାକୁ ନେଇ ଦ୍ୱନ୍ଦରେ ପଡ଼ିଯାଇପାରନ୍ତି । ଜୀବନର ସତକୁ ଜାଣି ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନର ସମ୍ଭାବନା ରହିଛି । ବନ୍ଧୁ ସହଯୋଗ ମିଳିବ ।

LEAVE A REPLY

Please enter your comment!
Please enter your name here