ଅଧିକ ତଳକୁ ମୁଣ୍ଡ ନୁଆଁଉଥିବା ବ୍ୟକ୍ତିଙ୍କ ହୋଇଥାଏ ଏହି କ୍ଷତି

0
518
gfdasfds
rtert

ଭୁୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଅଧିକ ତଳକୁ ମୁଣ୍ଡ ନୁଆଁଉଥିଲେ ପଡ଼ିପାରେ ଆପଣଙ୍କ ଉଚ୍ଚତା ଉପରେ ପ୍ରଭାବ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି ଯେ ବର୍ତ୍ତମାନର ସମୟରେ ତଳକୁ ମୁଣ୍ଡ କରି କାମ କରୁଥିବା ବ୍ୟକ୍ତି ବା ମୋବାଇଲ, ଟାବ୍‌ଲେଟ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ରହିଛି । ଯେଉଁଥିପାଇଁ ତାଙ୍କ ଉଚ୍ଚତାରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ଗବେଷଣାରୁ ଜଣାପଡିଛି ଯେ ମହିଳା ଏବଂ ଛୋଟ ପିଲା ମାନେ ଲମ୍ବା ଲୋକଙ୍କ ଠାରୁ ଅଧିକ ନିଜ ମୁଣ୍ଡକୁ ବିଭିନ୍ନ ଠାଣିରେ ବୁଲାଇ ଥାନ୍ତି । ତେଣୁ ସେମାନେ ଅଧିକ ସମୟ ବେକ ଯନ୍ତ୍ରଣାରେ କଷ୍ଟ ପାଇଥାନ୍ତି । ତେବେ ଆଜିର ସମୟରେ ଫୋନ୍ ଏବଂ ଟାବଲେଟ୍ ର ସ୍ୱାମୀତ୍ୱ ବଢିବା ସହ ଲାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟରର ବ୍ୟବହାର ମଧ୍ୟ ଅଧିକ ବଢୁଛି ।

LEAVE A REPLY

Please enter your comment!
Please enter your name here