ୟେସ୍ ବ୍ୟାଙ୍କକୁ ସାହାଯ୍ୟର ହାତ ବଢ଼ାଇଲା ଏସ୍‌ବିଆଇ…

0
93
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆର୍ଥକ ସଙ୍କଟରେ ୟେସ୍ ବ୍ୟାଙ୍କ । ଆଉ ତାକୁ ଆର୍ଥିିକ ସାହଯ୍ୟର ହାତ ବଢ଼ାଇଛି ଏସ୍‌ବିଆଇ । ୟେସ୍ ବ୍ୟାଙ୍କକୁ ରକ୍ଷା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ କାର୍ଯ୍ୟଯୋଜନା ଜାରି କରାଯାଇଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ୍ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କା ନିବେଶ କରି ୪୯% ଅଂଶଧନ ରହିବ ବୋଲି ଜଣାପଡିଛି । ଏହି ଯୋଜନାକୁ ଞେସ୍ ବ୍ୟାଙ୍କ ରିକନଷ୍ଟ୍ରକସନ୍ ସ୍କିମ୍ ୨୦୨୦ ନାମ ଦିଆ ଯାଇଛି । ଏନେଇ ଆରବିଆଇ ବ୍ୟାଙ୍କର ସେୟାର ହୋଲ୍ଡର ଓ ନିବେଶକଙ୍କ ମତାମତ ମଧ୍ୟ ମାଗିଥିବା ଜଣାପଡିଛି । ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି ଜମାକର୍ତାଙ୍କ ରାଶି ସୁରକ୍ଷିତ ରହିବ । ଆରବିଆଇ ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରିବେ । ତେବେ ପୁରୀ ଶ୍ରୀମନ୍ଦିର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରହିଛି ।

LEAVE A REPLY

Please enter your comment!
Please enter your name here