ଧାର୍ମିକସ୍ଥଳରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟରେ ଆଜି ପ୍ରସଙ୍ଗ ନିର୍ଧାରଣ

0
36

ସାବରୀମାଲା ମନ୍ଦିର ସହ ବିଭିନ୍ନ ଧାର୍ମିକସ୍ଥଳରେ ମହିଳାଙ୍କ ସହ ହେଉଥିବା ଭେଦଭାବ ସର୍ମ୍ପକରେ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ଆଜି ପ୍ରସଙ୍ଗ ନିର୍ଦ୍ଧାରଣ କରିବେ । ୯ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ ମସଜିଦ୍‌ରେ ମହିଳାଙ୍କ ପ୍ରବେଶ, ଦାଉଦୀ ବୋହରା ମୁସିଲିମ୍ ସମ୍ପ୍ରଦାୟ ମହିଳାଙ୍କ ପ୍ରସଙ୍ଗ,ଅଣ ପାର୍ସୀ ପୁରୁଷଙ୍କୁ ବିବାହ କରିଥିବା ପାର୍ସୀ ମହିଳାଙ୍କ ପବିତ୍ର ଅଗ୍ନିସ୍ଥଳରେ ପ୍ରବେଶ ନେଇ କଟକଣା ସର୍ମ୍ପକିତ ପ୍ରସଙ୍ଗରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here