ଫେରିଲା ବର୍ଷା ।ଝିପି ଝିପି ବର୍ଷାରେ ଭିଜିଲା ରାଜ୍ୟ ।

0
128
ftr
hyt

ପୁଣି ପାଗରେ ପରିବର୍ତନ । ଶୀତ, ବର୍ଷା, ଶୀତ ପରେ ପୁଣି ପାଗ କୋହଲା ଓ ଝିପି ଝିପି ବର୍ଷା । ତେବେ ଆସନ୍ତା ୯ ତାରିଖ ଯାଏଁ ପାଗ ଏଭଳି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର କେତେକ ସ୍ଥାନରେ ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଛି । ତାଳଚେର, ଟିଟିଲାଗଡ, ଝାରସୁଗୁଡା ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷା ଓ ଘଡଘଡି ସହ ବର୍ଷା ହେବ ବୋଲି ପୂର୍ବାନୂୂୂୂୂୁମାନ କରିଛି ପାଣିପାଗ ବିଭାଗ । ୨ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରା ସ୍ୱଭାବିକ୍ ରହିବା ସହ ୮ ଓ ୯ ତାରିଖରୁ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ସୂଚନା ମଳିଛି ।

LEAVE A REPLY

Please enter your comment!
Please enter your name here