ଆପଣ ପର୍ସ କିଣୁଛନ୍ତି କି? ତାହାଲେ ହେଇ ଯାଆନ୍ତୁ ସାବଧାନ…

0
130
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆଜିକାଲି ମହିଳା ଓ ପୁରୁଷଙ୍କର ପ୍ରଥମ ଓ ଜରୁରୀ ଜିନିଷ କଥା ମନକୁ ଆସିଲେ ପ୍ରଥମେ ମନକୁ ଆସେ ପର୍ସ । ଯେଉଁଥିରେ ଗୋଟିଏ ମଣିଷର ସବୁକିଛି ଥାଏ, ଯଥାକ୍ରମେ ଟଙ୍କା, ଭିଜିଟଙ୍ଗ୍ କାର୍ଡ, ଏଟିଏମ୍ କାର୍ଡ ଏବଂ ଆହୁରି ଅନେକ ଜିନିଷ ଥାଏ । ତେବେ ଆମେ ଏଠି ପୁରୁଷଙ୍କ ପର୍ସ ବାବଦରେ କିଛି ଜାଣିବା କଥା କହିବ । ତାହାଲେ ଚାଲନ୍ତୁ ଜାଣିବା ।
ପୁରୁଷମାନେ ପର୍ସ କିଣିବା ବେଳେ ଟିକେ ଧ୍ୟାନ ଦେବା ଆବଶ୍ୟକ । କାରଣ ପର୍ସ ବେଳେ ବେଳେ ଆପଣଙ୍କୁ ବହୁ ଅସୁବିଧାରେ ପକାଇପାରେ । ଅବା ଆପଣଙ୍କ ଜୀବନକୁ ସହଜ ଓ ସୁଲଭ ମଧ୍ୟ କରିଥାଏ । ପ୍ରଥମେ ପର୍ସ କିଣିଲା ବେଳେ ତାହାର ସାଇଜ୍ ଉପରେ ଧ୍ୟାନ ଦିଅନ୍ତୁ । ନହେଲେ ଏହା ଆପଣଙ୍କର ଲୁକ୍‌କୁ ଖରାପ କରିପାରେ । ଯେତେବେଳେ ବି ଆପଣ ପର୍ସ କିଣୁଛନ୍ତି ସେତେବେଳେ କ୍ୱାଲିଟି, ସ୍ପେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ତେବେ ପର୍ସର ମେଟେରିଆଲ ହିଁ ଏହାର ଜୀବନ ନିର୍ଭର କରେ । ଭଲ କ୍ୱାଲିଟିରେ ହେଲେ ଏହା ଅଧିକ ଦିନ ସମୟ ପର୍ଯ୍ୟନ୍ତ ଚାଲିଥାଏ । ତେବେ ଆପଣ ଯଦି ପ୍ଲାଷ୍ଟିକ୍ କିମ୍ବା ଅନ୍ୟ ମେଟେରିଆଲର ପର୍ସ କିଣୁଛନ୍ତି ତାହାଲେ ତାହା ବାସ୍ତୁ ଅନୁଯାୟୀ ମଧ୍ୟ କ୍ଷତିକାରକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here