ଏନଆରଆଇଙ୍କ ବିଦେଶୀ ଆୟ ଉପରେ ଲାଗିବନି ଆୟକର- ନିର୍ମଳା ସୀତାରମଣ

0
96

ଏନଆରଆଇଙ୍କ ବିଦେଶୀ ଆୟ ଉପରେ ଲାଗିବନି ଆୟକର । ବଜେଟ୍ ଉପସ୍ଥାପନ ପରେ ଲାଗିଥିବା ଏହି ଦ୍ୱନ୍ଦକୁ ଦୂର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଦେଶରେ ରହି ଭାରତୀୟମାନେ ଯେଉଁ ଆୟ କରୁଛନ୍ତି ତାହା ଉପରେ ଆୟକର ଦେବାକୁ ପଡିବ ନାହିଁ କିନ୍ତୁ ବିଦେଶରେ ରହି ମଧ୍ୟ ଭାରତରେ ଆୟ କରୁଥିଲେ ଟିକସ ଦେବାକୁ ପଡିବ ବୋଲି ଅର୍ଥମନ୍ତ୍ରାଣଳୟ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here