କାଲି ହୋଇପାରେ ୪ନିର୍ଭୟା ଦୋଷୀଙ୍କୁ ଫାଶୀ

0
72
bbm
bbm

ଆଚିଭରର୍ସ ନ୍ୟୁଜ୍‌: କାଲି ଫାଶୀ ପାଇପାରନ୍ତି ନିର୍ଭୟା ମାମଲାର ୪ଦୋଷୀ । ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଛି । ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପବନ ଆବେଦନ କରିଥିଲା ପବନ । ଯାହା ଏବେ ଖାରଜ ହୋଇଛି । ତେଣୁ କାଲି ଫାଶୀ ହେବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି । ସେପଟେ ଦୋଷୀ ଅକ୍ଷୟ ସିଂହ ଶନିବାର ଦିନ ରାଷ୍ଟ୍ରପତିଙ୍କ ପାଖକୁ ପୁଣି ଥରେ ରାଜକ୍ଷମା ଆବେଦନ କରିଛି । ପୂର୍ବଭଳି ଯଦି ଏଥର ବି ରାଜକ୍ଷମା ଖାରଜ କରାଯାଏ ତାହାଲେ ଆସନ୍ତାକାଲି ଫାଶୀ ପାଇପାରନ୍ତି ୪ଦୋଷୀ ।

LEAVE A REPLY

Please enter your comment!
Please enter your name here