ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ତାରିଖ ଘୋଷଣା

0
403
BBM
BBM

ଆଚିଭରର୍ସ ନୁି୍ୟଜ୍‌: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନ୍ ୧୩ ପାଇଁ ଘୋଷଣା ହେଲା ତାରିଖ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନ୍ ୧୩ ପାଇଁ ଆଜି ଆଧିକାରୀକ ସ୍ତରରେ ତାରିଖ ଘୋଷଣା କରାଯାଇଛି । ବିସିସିଆଇ ସଚିବ ଜୟ ଶାହା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନ୍ ୧୩ ର ତାରିଖ ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ବିସିସିଆଇ ପକ୍ଷରୁ ଚଳିତ ସିଜିନ୍‌ର ପୁରା ସୂଚୀ ଜାରୀ କରାଯାଇଛି । ଏହି ସିଜିନ୍‌ର ପ୍ରଥମ ମ୍ୟାଚ୍ ମୁମ୍ବାଇ ୱାନଖେଡେ ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ ବୋଲି ସୂଚନା ମିଳିଛି । ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମ୍ୟାଚ ଖେଳାଯାଉଥିବାବେଳେ କେବଳ ରବିବାର ଦିନ ଦୁଇଟି ମ୍ୟାଚ ଖେଳାଯିବ ବୋଲିୀ ସୂଚନା ମିଳିଛି । ରବିବାର ପାଇଁ ସନ୍ଧ୍ୟା ୪ଟା ଓ ରାତି ୮ଟା ସମୟ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here