ହଲିଉଡ ମୁହାଁ ହ୍ୟାଣ୍ଡସମ୍ ବୟ…

0
290
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଅନ୍ୟ ମାନଙ୍କ ପରି ହଲିଉଡ ମୁହାଁ ହୋଇଛନ୍ତି ବିଶ୍ୱର ହ୍ୟାଣ୍ଡସମ୍ ବୟ ହ୍ରିତିକ ରୋଶନ । ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁନ୍‌କୋନ୍‌, ଡିମ୍ପଲ କାପାଡିଆଙ୍କ ପରେ ବଲିଉଡର ଗ୍ରୀକ୍ ଗଡ ହ୍ରିତିକ୍ ଏବେ ହଲିଉଡରେ ବି ନିଜର ଯାଦୁ ଦେଖେଇବାକୁ ଯାଉଛନ୍ତି । ସୂଚନାନୂସାରେ ହଲିଉଡର ଏକ ବଡ ପ୍ରେଜେକ୍ଟରେ କାମ ଲାଗି ହ୍ରିତିକ ରୋଶନ୍ ଏଗ୍ରିମେଂଟ କରିଛନ୍ତି । ହେଲେ ଏ ବିଷୟରେ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି ଡ୍ୟାନ୍ସିଂ ମାଷ୍ଟର । ହ୍ରିତ୍ୱିକ୍ ୨୦ବର୍ଷ ମଧ୍ୟରେ ବଲିଉଡକୁ ନୂଆ ଶୈଳୀ, ନୂଆ କାହାଣୀ ଓ ନୂଆ ଅଭିନୟ ଜରିଆରେ ବଲିଉଡକୁ ନୂଆ ନୂଆ ଫିଲ୍ମ ଭେଟି ଦେଇଛନ୍ତି । ଶେଷ ଥର ପାଇଁ ‘ସୁପର ଥାର୍ଟୀ’ ଓ ‘ୱାର’ରେ ନଜରରେ ଆସିଥିଲେ ହ୍ରିତିକ ରୋଶନ୍ । ଏହି ଦୁଇଟି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରିବା ସହ ସନେପ୍ରେମୀଙ୍କ ମନ ମଧ୍ୟ ଜିଣିଥିଲା ।

LEAVE A REPLY

Please enter your comment!
Please enter your name here