ବଜେଟ 2020-21, ମୁଖ୍ୟାଂଶରେ ଜାଣନ୍ତୁ କେଉଁ କ୍ଷେତ୍ରରେ କେତେ

0
88

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ 2020-21 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ୩ଟି ଦିଗକୁ ଗୁରୁତ୍ଵ ଦିଆଯାଇଥିବା ସେ କହିଛନ୍ତି। ତେବେ ବଜେଟରେ କେଉଁ କ୍ଷେତ୍ର ପାଇଁ କେ​‌ତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ବିଷୟରେ ଆସନ୍ତୁ ଜାଣିବା

1-ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ର: 27 ହଜାର 300 କୋଟି

2– ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ: 35 ହଜାର 600 କୋଟି

3– ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ: 85 ହଜାର କୋଟି

4– ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ କଲ୍ୟାଣ: 9500 କୋଟି

5– ସଂସ୍କୃତି ଓ ପର୍ଯ୍ୟଟନ: 5665 କୋଟି

6– ପବ୍ଲିକ ସେକ୍ଟର ବ୍ୟାଙ୍କ: 3 ଲକ୍ଷ 45ହଜାର କୋଟି

7– ଦକ୍ଷତା ବିକାଶ: 3 ହଜାର କୋଟି

8– ସଡ଼କ ଓ ପରିବହନ: 1 ଲକ୍ଷ 70 ହଜାର କୋଟି

9– ଲଦାଖର ବିକାଶ ପାଇଁ 5958 କୋଟି

10– ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ : 1 ଲକ୍ଷ 23 ହଜାର କୋଟି

11– ସ୍ବଚ୍ଛ ଭାରତ ମିଶନ: 12 ହଜାର 300 କୋଟି

12– କୃଷି କ୍ଷେତ୍ର: 2 ଲକ୍ଷ 83 ହଜାର କୋଟି

13– ପାଇପ ଯୋଗେ ଜଳଯୋଗାଣ: 11 ହଜାର 500 କୋଟି

14– ଶିକ୍ଷା କ୍ଷେତ୍ର: 99ହଜାର 300 କୋଟି

15– ଜଳ ଜୀବନ ମିଶନ: 3 ଲକ୍ଷ 60 ହଜାର କୋଟି

16– ସ୍ବାସ୍ଥ୍ୟସେବା କ୍ଷେତ୍ର: 69 ହଜାର କୋଟି

17– ବାୟୁ ପ୍ରଦୂଷଣ ରୋକିବାକୁ 4400କୋଟି

LEAVE A REPLY

Please enter your comment!
Please enter your name here