ବାଜି ମାରିନେଲା ବାଂଲାଦେଶ,ଆକ୍ରମଣ।ତ୍ମକ ଆଚରଣ ପାଇଁ କ୍ଷମା ମାଗିଲେ ଅଧିନାୟକ

0
136
ABC
ABC

୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ବାଜି ମାରି ନେଇଛି ବାଂଲାଦେଶ । ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଥିବା ଦଳ ବିଜୟ ପରେ ନିଜକୁ ନିୟନ୍ତ୍ରିତ କରି ପାରି ନାହିଁ । ଫିଲ୍ଡିଂ ସମୟରେ ଉତ୍ସାହ ଦେଖାଯାଇଥିବା ବାଂଲାଦେଶୀ ଖେଳାଳୀମାନେ ଅନେକ ସମୟରେ ଆକ୍ରମଣାତ୍ମକ ଦେଖାଯାଇଛନ୍ତି । ଭାରତୀୟ ଖେଳାଳୀଙ୍କ ସମ୍ମୁଖକୁ ଯାଇ ଗାଳି ଗୁଳଜ କରୁଥିବା ଜଣାପଡିଛି । ସୂଚନାନୂସାରେ ଭାରତୀୟ ଖେଳାଳୀ ଏବଂ ବାଂଲାଦେଶୀ ଟିମ୍ ହାତାହାତି ହୋଇଥିବା ମଧ୍ୟ ହୋଇଛନ୍ତି । ଅବଶ୍ୟ ପରେ ବାଂଲାଦେଶର ଅଧିନାୟକ କ୍ଷମା ମାଗିଛନ୍ତି । କ୍ରିକେଟ୍ ବିଶ୍ୱକପ୍‌ରେ ବିଜୟ ସ୍ୱପ୍ନ ପୂରା ହେବା ନେଇ ବାଂଲାଦେଶ ଅଧିନାୟକ ଆକବର ଅଲି ନିଜର ଟିମର ଖେଳାଳିଙ୍କ ବ୍ୟବହାରକୁ ନେଇ ଅବଶୋଷ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here