୬ପ୍ୟାକ୍ ଏବ୍ସର ଅଧିକାରୀ କୁନି ବାଳକ

0
38
abc
abc

ବଡ ବଡ ମହାରଥୀଙ୍କୁ ପଛରେ ପକାଇଦେଇଛନ୍ତି ଜଣେ କୁନି ପିଲା ।ମୁଥ ଉପରେ ମୁଥ ପାରିଲା ପରେ ମଧ୍ୟ ଥକି ନଯାଇ ଆହୁରି ଜୋଶରେ ଧଡା ଧଡ୍ ଦେଇ ଚାଲିଛି ସେ । କୁନି ପୁଅର ଏଭଳି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ୍ ଭାଇରାଲ ହେଉଛି । ଆପଣ ବି ଏହି ଭିଡିଓଟିକୁ ଦେଖିଲେ ପୁରାପୁରି ଚକିତ ହୋଇଯିବେ । କୁନି ପିଲାଟି ହେଲା ଇରାନର ଆରାତ୍ ହୋସାଇନ୍ । ଆରାତର ଇନ୍‌ଷ୍ଟାଗ୍ରାମରେ ୨୫ଲକ୍ଷରୁ ଅଧିକ ଲୋକ ଫଲୋର ଥିବାବେଳେ ସେ ଏବେ ସୋସିଆଲ ମିଡିଆର ସେନ୍‌ସେସନ୍ ପାଲଟି ଯାଇଛି । ଆରାତ୍‌କୁ ଫୁଟବଲ୍ ଖେଳିବାକୁ ବହୁତ ପସନ୍ଦ ଥିବାବେଳେ ଭବିଷ୍ୟତରେ ଫୁଟବଲ୍ ପ୍ଲେୟାର ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଆରାତଙ୍କ ବିଷୟରେ ସବୁଠାରୁ ବଡ ଚକିତ କଥା ହେଉଛି ଏତେ କମ୍ ବୟସରୁ ୬ପ୍ୟାକ୍ ଏବ୍ସ ରହିଛି ।

LEAVE A REPLY

Please enter your comment!
Please enter your name here