୮୧ ଛୁଇଁଲା ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା

0
204

ନୂଆଦିଲ୍ଲୀ : ସାରା ବିଶ୍ଵରେ ଆତଙ୍କ ଖେଳାଇଛି କୋରୋନା। ବିଶ୍ୱର ଏଯାଏଁ ପ୍ରାୟ ୧୧୪ଟି ଦେଶରେ କୋରୋନା କାୟା ବିସ୍ତାରେ କରିଥିବା ବେଳେ ପ୍ରାୟ ୧ ଲକ୍ଷ ୨୬ ହଜାର ଜଣ ଏଥିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ୪ ହଜାର ୬୦୦ ଜଣ ମୃତ୍ୟୁବରଣ କରିସାରିଛନ୍ତି । ତେବେ ଏହି ୧୧୪ଟି ଦେଶ ମଧ୍ୟ ଭାରତରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏବେ ସୁଦ୍ଧା ଭାରତରେ ୮୧ ଜଣ କୋରୋନାରେ ଆକ୍ରାନ୍ତ ଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here