ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ୪ ମାସର ଦରମା ଆଗୁଆ

0
48
jgt
jgf

ଭୁବନେଶ୍ୱର: ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଓ ସ୍ୱାସ୍ଥ୍ୟସେବାରେ ଲାଗିଥିବା କର୍ମଚାରୀଙ୍କୁ ୪ ମାସର ଦରମା ଆଗୁଆ ଦରମା ଦିଆଯିବ । ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ୍ ମାସରେ ପ୍ରଦାନ କରାଯିବ । ସୁଖ, ସୁବିଧା ତ୍ୟାଗ କରି ସେମାନେ ଆମ ସେବା କରି ଚାଲିଛନ୍ତି । ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରେ ହଇରାଣ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here