ସୀମାରୁ ସୈନ୍ୟ ପ୍ରତିହାର କଲେ ଭାରତ-ଚୀନ

0
91

ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ଭାରତ ଓ ଚୀନ ନିଜ ନିଜର ସୈନ୍ୟ ପ୍ରତାହାର କରିଛନ୍ତି । ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଓ ଅନ୍ୟ ଦୁଇଟି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିବା ଭାରତର ଉଚ୍ଚ ସେନା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ଦୁଇ ଦେଶ ମଧ୍ୟରେ ମାସାଧିକ ଧରି ଲାଗି ରହିଥିବା ସୀମା ବିବାଦର ଆପୋଷ ସମାଧାନ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ସନ୍ଧ୍ୟାରୁ ଏହି ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here