ସିଏଏ ନାଗରିକତା ନେବାର କାନୁନ ନୁହେଁ ଦେବାର କାନୁନ୍‌: ଶାହା

0
213
erer
yer

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି, ସିଏଏ ନାମରେ ଲୋକଙ୍କ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ । ସିଏଏକୁ ନେଇ ମୋଦି ଆଉ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମମତାଙ୍କ ପରି କିଛି ନେତା ଏହାକୁ ବିରୋଧ କରୁଛନ୍ତି । ସିଏଏ ଦ୍ୱାରା ସଂଖ୍ୟାଲଘୁ ଅଧିକାର ଚାଲିଯିବ ବୋଲି ଭ୍ରମିତ କରୁଛନ୍ତି । ସିଏଏ ନାଗରିକତା ନେବାର କାନୁନ ନୁହେଁ ଦେବାର କାନୁନ୍ । ସିଏଏ ଦ୍ୱାରା ଜଣଙ୍କର ବି ଅଧିକାର ଛିନ୍ନ ହେବନି ।

LEAVE A REPLY

Please enter your comment!
Please enter your name here