ରାଜ୍ୟରେ‌ 394ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

0
215
bbm
bbm

ଭୁବନେଶ୍ୱର: ରାଜ୍ୟରେ ଆଉ ତିନି କୋରୋନା ଆକ୍ରାନ୍ତ ଚିହ୍ନଟ । କଟକ, ମୟୁରଭଞ୍ଜ ଓ ଯାଜପୁରରୁ ଏହି ତିନି ଆକ୍ରନ୍ତ ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ  ସୂଚନା ଦିଆଯାଇଛି ।

ବର୍ତ୍ତମାନ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 394ରେ ପହଞ୍ଚିଛି । ସେଥିମଧ୍ୟରୁ 3 ଜଣ ମୃତ୍ୟୁ ଘଟିଥିବାବେଳେ 85 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here