‘ରଙ୍ଗବତୀ…’ ଖାଲି ଗୀତ ନୁହେଁ, ଏକ ଗାଁର ନାଁ

0
42

ଆଚିଭର୍ସ ନ୍ୟୁଜ୍‌, ୨୨/୦୭ (ବ୍ୟୁରୋ):- ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଗୀତ  ‘ରଙ୍ଗବତୀ’ ନାମରେ ସମ୍ବଲପୁରର ବିଲୁଙ୍ଗ ନାମକ ଏକ ଗ୍ରାମର ନୂଆ ନାମକରଣ କରାଯାଇ ‘ରଙ୍ଗବତୀ ବିଲୁଙ୍ଗ’ ରଖାଯାଇଛି। ଭାରତ ସରକାରଙ୍କଠାରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌(ଏନ୍‌ଓସି) ପାଇବା ପରେ ଏହି ଗ୍ରାମର ନୂଆ ନାମକରଣ କରାଯାଇଥିବା ସୂଚନା ରହିଛି।

‘ରଙ୍ଗବତୀ’ ଆଉ କେବଳ ଏକ ଗୀତର ନାମ ନୁହେଁ ଏକ ଗ୍ରାମର ନାମ ମଧ୍ୟ ପାଲଟି ଯାଇଛି।  ଉଲ୍ଲେଖଯୋଗ୍ୟ, ବିଲୁଙ୍ଗ ହେଉଛି ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ।

LEAVE A REPLY

Please enter your comment!
Please enter your name here