ମାଆ ହାଣିଲା ପୁଅକୁ: କାତି ଜବତ, ମାଆ ଗିରଫ

0
100

ଖଲିକୋଟ, ଆଚିଭର୍ସ ନ୍ୟୁଜ୍‌, ୧୯/୦୬ (ବ୍ୟୁରୋ)- ପୁଅକୁ ହାଣି ପୋତି ଦେଲା ମାଆ । ଗତକାଲି ନିଶାର୍ଦ୍ଧରେ ହାଣିବାପରେ ବାରିପଟେ ମାଟି ଖୋଳି ପୋତି ଦେଇଥିଲା । ମଦ୍ୟପ ପୁଅର ଉନ୍ମତ୍‌ତ କାଣ୍ଡରେ ଅତିଷ୍ଠ ହୋଇ ମାଆ ଏକ ଧାରୁଆ କାତିରେ ହାଣି ହତ୍ୟା କରିବା ଘଟଣା ଖଲିକୋଟ ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ଓ ତହସିଲଦାର ତଥା ଏକଜିକ୍ୟୁଟିଭମାଜିଷ୍ଟ୍ରେଟ ଚକ୍ରଧର ପାଢ଼ୀଙ୍କ ଉପସ୍ଥିତିରେ ମୃତଦେହକୁ ମାଟି ଖୋଳି ଉଦ୍ଧାର କରିଥିଲେ । ସାଇଣ୍ଟିଫିକ ଟିମ ସହ ଛାନ୍‌ଭିନ୍ କରି ହତ୍ୟାରେ ବ୍ୟବହୃତ କାତି ଜବତ କରିଛି ପୋଲିସ । ମାଆ ଦୁଇତା ନାହାକ (୫୫)କୁ ଗିରଫ କରିଛି । ସାନ ପୁଅ ଧନୁକୁ ପୁଲିସ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here