ଭାରତରେ ମେ 20 ସୁଦ୍ଧା କୋରୋନା ଭୂତାଣୁର ପ୍ରକୋପ ଶେଷ ହେବାକୁ ଯାଉଛି

0
89
bbm
bbm

ଭାରତରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଭୂତାଣୁ ସଂଖ୍ୟା। ତେଣୁ ଭାରତରେ କରୋନା ଭୂତାଣୁର ପ୍ରକୋପ କେବେ କମିବ ସେନେଇ ବିଶେଷଜ୍ଞମାନେ ଭିନ୍ନଭିନ୍ନ ଦାବି କରୁଛନ୍ତି। ଏହି ମଧ୍ୟରେ ସିଙ୍ଗାପୁରର ଏକ ବିଶ୍ଵବିଦ୍ୟାଳୟ ରୁ ଆଶ୍ଵସ୍ତୀକର ଖବର ମିଳିଛି। ଡାଟା ବିଜ୍ଞାନ ଦ୍ଵାରା ଦାବି କରାଯାଉଛି ଯେ, ଭାରତରେ ମେ 20 ସୁଦ୍ଧା କୋରୋନା ଭୂତାଣୁର ପ୍ରକୋପ ଶେଷ ହେବାକୁ ଯାଉଛି।

ସିଙ୍ଗାପୁର ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ଡିଜାଇନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ କୋରୋନା ଭୂତାଣୁ ସଂକ୍ରମଣର ଗତି ଉପରେ ବିଶ୍ଳେଷଣ କରିଛି। ଯେଉଁ ଦେଶଗୁଡ଼ିକରେ କୋରୋନା ସଂକ୍ରମିତ ହାର ଅଧିକ ସେହି ସବୁ ଦେଶ ଗୁଡ଼ିକର ଡାଟାକୁ ନେଇ ଏହି ବିଶ୍ଵବିଦ୍ୟାଳୟ ରିସର୍ଚ କରିଛି।

LEAVE A REPLY

Please enter your comment!
Please enter your name here