ପରିବା ପାଇଁ ବାଇକ୍‌ ନେଇ ଯାଇପାରିବେନି !

0
112
gt
bnhy

କୋରୋନା ପାଇଁ କେବଳ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନକୁ ଛାଡ଼ିଦେଲେ ରାସ୍ତାରେ ଗୋଟିଏ ଗାଡ଼ି ଦେଖିବା ବି ମୁସ୍କିଲ । ତଥାପି ଲୋକେ ନିୟମକୁ ଫୁ କରି ଗଳା ବାଟ ଦେଖି ବୁଲିବାକୁ ବାହାରିପଡ଼ୁଛନ୍ତି ।ଅବାଧ୍ୟ ଲୋକଙ୍କୁ ସାବାଡ଼ କରିବା ପାଇଁ ପୋଲିସ ନାକେଦମ ହୋଇଗଲାଣି । ତେବେ ଏହାରି ଭିତରେ ଆଉ ଏକ ନିୟମ ସାମ୍ନାକୁ ଆସିଛି । ପରିବା କିଣିବା ବାହାନାରେ ବାଇକ୍‌ ନେଇ ଗଲେ ଆଉ ଚଳିବ ନାହିଁ । ଘର ପାଖରେ ଚାଲି କରି ଯାଇ ପରିବା କିଣିବା ପାଇଁ ପୋଲିସ କହିଛି । ବାଇକ୍‌ ନେଇ ଦୂର ବାଟକୁ ପରିବା କିଣିବାକୁ ଗଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବ ପୋଲିସ ।

LEAVE A REPLY

Please enter your comment!
Please enter your name here