ନୀତି ଆୟୋଗ କାର୍ଯ୍ୟାଳୟ ସିଲ

0
177
bvgtrf
vcxzsr

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗର ଜଣେ ଅଧିକାରୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସିଲ କରାଯାଇଛି । ଏହା ସହ ସାନିଟାଇଜେସନ ଏବଂ ଡିସଇନଫେକ୍ସନ କରିବା ପାଇଁ କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ସିଲ କରାଯାଇଛି ବୋଲି ଡେପୁଟି ସେକ୍ରେଟେରୀ (ପ୍ରଶାସନ) ନୀତି ଆୟୋଗର ଅଜିତ କୁମାର ସୂଚନା ଦେଲେ । ଏହା ବ୍ୟତିତ ଆବଶ୍ୟକ ପ୍ରୋଟୋକଲ୍ ପାଳନ କରାଯାଉଛି ବୋଲି ଡେପୁଟି ସେକ୍ରେଟେରୀ ସୂଚନା ଦେଇଛନ୍ତି ।।

LEAVE A REPLY

Please enter your comment!
Please enter your name here