ଥାନାରେ ଏତଲା ଦେଲେ ପ୍ରକୃତି ମିଶ୍ର l

0
45

ଭୁବନେଶ୍ୱର: ଆଚିଭର୍ସ ନ୍ୟୁଜ୍‌, ୩୦/୦୭ (ବ୍ୟୁରୋ):- ପୁଣି ଚର୍ଚ୍ଚାରେ ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ର। ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ପାନୀୟର ବ୍ୟାବସାୟିକ ପ୍ରଚାର ଲାଗି ପ୍ରକୃତି  ଉଠାଇ ଥିବା ଫଟୋକୁ ନେଇ ତାଙ୍କ ନାମରେ ଅତିରଞ୍ଜିତ ତଥା ଉଦ୍ଦେଶ୍ୟମୂଳକ  ଖବର କିଛି ପୋର୍ଟାଲରେ ପ୍ରକାଶିତ ହୋଇଛି। ଏହି କାରଣରୁ  ପ୍ରକୃତି ଏକ ୱେବ୍ ପୋର୍ଟାଲ ବିରୋଧରେ ରାଜଧାନୀର ମଞ୍ଚେଶ୍ବର ଥାନାରେ ଏତଲା ଦେଇଥିବା ଜଣାଯାଇଛି।

ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ ହେବା କାରଣରୁ ତାଙ୍କ ପରିବାରକୁ ଗଭୀର ମାନସିକ ଚାପର ଶିକାର ହେବାକୁ ପଡିଛି ଏବଂ ଏହା ତାଙ୍କର ସମ୍ମାନହାନି କରିଛି ବୋଲି ସେ ନିଜର ଏତଲାରେ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here