ଡିସେମ୍ବର ସୁଦ୍ଧା ୫୦,୦୦୦ ଟପିବ ସୁନା ଦର !

0
184
tree
ytr

ନୂଆଦିଲ୍ଲୀ(ଆଚିଭର୍ସ ନ୍ୟୁଜ୍‌): ଆଗକୁ ବଢ଼ିବ ସୁନା ଦର । ମାର୍ଚ୍ଚ-ଅପ୍ରେଲ ସୁଦ୍ଧା ସୁନା ଭରିକୁ ଅର୍ଥାତ୍ ୧୦ ଗ୍ରାମକୁ ୪୫ ହଜାର ଟଙ୍କା ଟପିବାର ସମ୍ଭା ବନା ରହିଛି । ଗତ ଗରୁବାର ୧୦ଗ୍ରାମ ସୁନା ପ୍ରତି ଦର ୪୧ ହଜା୭୯୮ଟଙ୍କା ରହିଥିଲା । ଏବଂ ମାତ୍ର ଚବିଶ ଘଣ୍ଟାରେ ବା ଆଜି ୧୨ଶହ ଟଙ୍କା ବୃଦ୍ଧି ପାଇଛି ।

gold
gold

ମୁମ୍ବାଇର ହାଜିର ବଜାରରେ ବୁଧବାର ସୁନା ଦାମ ୧୦ ଗ୍ରାମ ପିଛା ୪୧ ହଜାର ୫୦୦ ଟଙ୍କାଥିବାବେଳେ ଗୁରୁବାର ୪୨ ହଜାର ୭୦୦ଟଙ୍କାରେ ପହଞ୍ଚିଛି। ଏଭଳି ଧାରା ଜାରି ରହିଲେ ଚଳିତ ବର୍ଷ ଡିସେମ୍ବର ବେଳକୁ ସୁନା ଦାମ ୫୦ ହଜାର ଟଙ୍କା ଛୁଇଁବାର ସମ୍ଭାବନା ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here