ଜୁନ୍ ୧୫ଯାଏ ସବୁ ମାମଲାର ଅନ୍ତରୀଣ ବା ରହିତାଦେଶ ସୁରକ୍ଷା ଆଦେଶ

0
101

କଟକ, ଆଚିଭର୍ସ ନ୍ୟୁଜ୍‌, ୧୨/୦୬ (ବ୍ୟୁରୋ)- ହାଇକୋର୍ଟରୁ ହେଉ ବା ନିମ୍ନ ଅଦାଲତରୁ ହେଉ, ଯେଉଁସବୁ ମାମଲାର ପୂର୍ବରୁ ରହିତାଦେଶ ବା ଅନ୍ତରୀଣ ସୁରକ୍ଷା ଆଦେଶ ମିଳିଛି, ସେସବୁର ଅବଧି ଆସନ୍ତା ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here