ଜନଧନ ଖାତାଧାରୀଙ୍କୁ ଦ୍ୱିତୀୟ କିସ୍ତି ଦେବେ ସରକାର 500 ଟଙ୍କା

0
231
tt
gtg

ତେବେ ଲାଭାର୍ଥିମାନଙ୍କୁ ଟଙ୍କା ଉଠାଇବା ପାଇଁ ପ୍ରଣାଳି ଜାରୀ କରାଯାଇଛି । ସେହି ଅନୁସାରେ  ସେମାନେ ବ୍ୟାଙ୍କର ଶାଖାକୁ ଯାଇଁ ଟଙ୍କା ଉଠାଇପାରିବେ । ଏହି ଟଙ୍କାକୁ ମଧ୍ୟ ଏଟିଏମ୍‌ରୁ ବାହାର କରିପାରିବେ । ଶାଖାମାନଙ୍କରେ  ଭିଡ ନ ହେବା ପାଇଁ  ରାଶିର  ସ୍ଥାନାନ୍ତରଣ 5 ଦିନ ଅନ୍ତର ରଖି କରାଯିବ । ଏହାଦ୍ୱାରା ସାମାଜିକ ଦୂରତା ମଧ୍ୟ ରକ୍ଷା  କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here