କୋରୋନା; ଦେଶରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୬୦୫ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

0
111
vgf
frt

ନୂଆଦିଲ୍ଲୀ: ଦେଶରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୬୦୫ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା । ମଧ୍ୟପ୍ରଦେଶରେ ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଇନ୍ଦୌରର 60 ବର୍ଷର ଜଣେ ବ୍ୟକ୍ତିଙ୍କ କୋରୋନା ଯୋଗୁଁ ମୃତ୍ୟୁ ଘଟିଛି ।  ଏହାକୁ ମିସାଇ ଏବେ ଦେଶରେ 12ରେ ପହଞ୍ଚିଲା କୋରାନା ମୃତ୍ୟୁ ସଂଖ୍ୟା  ।

ସେହିପରି ଦିଲ୍ଲୀରେ ପୁଣି 5 ନୂଆ କେସ୍‌  ସାମ୍ନାକୁ ଆସିଛି  । ଏହା ସୂଚନା ଦେଇଛନ୍ତି ଅରବିନ୍ଦ କେଜରିଓ୍ୱାଲ  । ଏହାକୁ ମିସାଇ  ଏବେ ଦେଶରେ 605ରେ ପହଞ୍ଚିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା ।

LEAVE A REPLY

Please enter your comment!
Please enter your name here