କୋରୋନା: ଗୋଟିଏ ଦିନରେ ଗଲା ୧୪୦୦ରୁ ଉର୍ଦ୍ଧ୍ୱ ଜୀବନ

0
107
bhg
jy67

ଆମେରିକା: ଚୀନ୍‌ର ଉହାନରୁ ବ୍ୟାପିଥିବା କୋରୋନା ଭାଇରସ୍‌ ଏବେ ଆମେରିକାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା 2.7 ଲକ୍ଷରେ ପହଞ୍ଚିଛି । ଆମେରିକାରେ ଗୋଟିଏ ଦିନରେ କରୋନା ଭାଇରସରେ 1400ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ବିଶ୍ୱର କୌଣସି ଦେଶରେ ଗୋଟିଏ ଦିନରେ ମୃତ୍ୟ ଘଟିଥିବା ସଂଖ୍ୟା ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଉଛି । ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଗୋଟିଏ ଦିନରେ ୧,୧୬୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here