କୋରୋନାରେ ସ୍ପେନ୍‌ର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

0
94
maria
teresha

ୱାସିଂଟନ୍‌ :  କୋରୋନା ଭାଇରସ୍‌ରେ ମୃତ୍ୟୁବରଣ କଲେ ସ୍ପେନ୍‌ର ରାଜକୁମାରୀ ମାରିଆ ଟେରେସା  ।  ସ୍ପେନ୍‌ର ରାଜକୁମାରୀ ମାରିଆ ଟେରେସାଙ୍କ କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଛି। ପ୍ରଥମ ରାଜପରିବାରର ସଦସ୍ୟ ଭାବେ ମାରିଆ ଟେରେସା କରୋନାରେ ପ୍ରାଣ ହରାଇଛନ୍ତି।   ୮୬ ବର୍ଷୀୟା ରାଜକୁମାରୀ ଫ୍ରାନ୍ସରେ ଅଧ୍ୟୟନ କରିଥିଲେ ଏବଂ ସେ ମାଦ୍ରିଦ୍‌ ୟୁନିଭର୍ସିଟିରେ ଜଣେ ପ୍ରଫେସର ଥିଲେ।

LEAVE A REPLY

Please enter your comment!
Please enter your name here