କାଲି ଠାରୁ ରାଜ୍ୟରେ ସମସ୍ତ ବସ୍ ଚଳାଚଳ ବନ୍ଦ !

0
152
vg
vg

ଭୁବନେଶ୍ଵର : ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ରାଜ୍ୟରେ ଆସନ୍ତାକାଲି ଠାରୁ ଘରୋଇ ବସ୍ ଚଳାଚଳ ବନ୍ଦ । ତେବେ ରାଜ୍ୟରେ ପ୍ରାୟ ୧୩ରୁ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି। ବନ୍ଦ ରହିବ ରହିବ ବୋଲି ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକଙ୍କ ପକ୍ଷରୁ ଏନେଇ ସୂଚନା । ସେହିପରି କଟକରେ ଅଟୋ ଚଳାଚଳ ବନ୍ଦ ରହିବ। ସହରର କେବଳ ୫୦ଟି ଅଟୋକୁ ଛାଡ଼ିଦେଲେ ସମସ୍ତ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଅଟୋ ରିକ୍ସା ସଙ୍ଘ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here