ଆଲିଆ କହିଲେ, ବହାଘର ହେଉଛି ମୋ ପାଇଁ ଏଣ୍ଟରଟେନ୍‌ମେଣ୍ଟ

0
76
ALIA
ALIA

ମୁମ୍ବାଇ(ଆଚିଭର୍ସ ନ୍ୟୁଜ୍‌): ଆଗାମୀ ଫିଲ୍ମରେ ନଜର ଆସିବେ ଆଲିଆ ଭଟ୍ଟ ଓ ରଣବୀର କପୁର । ଦୁହିଁଙ୍କୁ ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ଆସିବେ ନଜର । ହେଲେ ଫିଲ୍ମ ଆସିବା ପୂର୍ବରୁ ଦୁହିଁଙ୍କ ରିଲେସନକୁ ନେଇ ଏବେ ଚର୍ଚ୍ଚା ଜୋରଦାର ଧରିଛି । ଆଲିଆ ଓ ରଣବୀରଙ୍କ ବିବାହକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ କିନ୍ତୁ ଆଲିଆ ଦେଇଛନ୍ତିି ଆହାର କଡ଼ା ଜବାବ । ଆଲିଆ କହିଛନ୍ତିକି ବିବାହ ହେଉଛି ମୋ ପାଇଁ ଏଣ୍ଟରଟେନ୍‌ମେଣ୍ଟା ଖବର ଅନୁସାରେ ଆଲିଆ-ରଣବୀରଙ୍କ ଡିସେମ୍ବରରେ ହେବ ବାହାଘର ।

LEAVE A REPLY

Please enter your comment!
Please enter your name here