ଅଯୋଧ୍ୟାରେ ହେବ ରାମ ମନ୍ଦିର: ଶାହା

0
302
fsdd
dd

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି, କେନ୍ଦ୍ରରେ ମୋଦି ସରକାର ଆସିବା ପରେ ବହୁ ସମସ୍ୟାର ସମାଧାନ ହୋଇଛି । ୭୦ ବର୍ଷର ସମସ୍ୟାକୁ ସମାଧାନ କରିଛନ୍ତି ମୋଦି ସରକାର । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଯାଇଛି । ଏବଂ ରାମ ମନ୍ଦିରକୁ ନେଇ କହିଛନ୍ତି ଶାହା ମୋଦିଙ୍କୁ ୩୦୩ ସିଟ୍ ମିଳିବା କାରଣରୁ ଏକ ଟ୍ରଷ୍ଟ ଗଠନ କରି ଭବ୍ୟ ରାମ ମନ୍ଦିର ନିର୍ମାଣ କରୁଛନ୍ତି। କିଛି ଦିନ ମଧ୍ୟରେ ଆକାଶକୁ ଛୁଉଁଥିବା ଭବ୍ୟ ରାମ ମନ୍ଦିର ଠିଆ ହେବ।

LEAVE A REPLY

Please enter your comment!
Please enter your name here